Ticker

6/recent/ticker-posts

N.N.Jagadev.

 ଏକପଦୀ

ଶାସକ ସମାଜ ସମ୍ବନ୍ଧେ ସନ୍ସ୍ଥା ସଙ୍ଗଠନେ,ଗଢିହୋଇ ଗଢିବା ଭବିଷ୍ୟତେ।

ଉତ୍ତମତାର ମାନବୀୟ ଯୋଗ୍ୟତା,ହାସିଲ୍ ତା ସାଧକର ପଥେ।

ବାଧକତା ଅସହଯୋଗ ଗୋଡଭିଡା ସାହାଜ୍ୟ ବିନା,ଯାହା ବି ଯୋଗ୍ୟତା ଅରଜନେ ହତାଦରେ ବାଧକତା।

ତାକୁ ନ୍ୟାୟ କଣ ?ଦେବେ ରଖ୍ୟା,ଓଲଟ ହିନ୍ସା ଭରି ଦିଅନ୍ତି ବାର ପୀଡନରେ।

ନିଜଧ ଓଲଟ ମହାନତା ଦେଖାଉଥିବା,ଏପରି ଓଲଟ ବଳକଷା ଚରିତେ।

ଵାହାରକୁ ଛଦ୍ମମୁଖା ପିନ୍ଧା ଏପରି ତୁଛା,ଆଦର୍ଶ ଦେଖାଉଥିବା ଚରିତେ ଭିତରେ ସାଙ୍ଘାତିକ ନୁହେଁ କି ଏହା ସତ୍ୟେ।

ଏପରି କୁଟିଳ ଜଟିଳ ମିଥ୍ୟାଚାରୀ ହିନ୍ସ୍ରୃକ ମଣିଷନ୍କୁ ,ଚିହ୍ନିବା ନୁହେଁ ସହଜେ।

ସେମାନନ୍କ ଆଚରଣ ଦିନେ ଚିହ୍ନାଇ ଦିଏ,ସେମାନ ସାବଧାନ ହୋଇ ଚଳରେ ପୀଡିତ ମଣିଷେ।-N.N.Jagadev.

Post a Comment

0 Comments